ଅମରା Amarā
- ସଂ. ବିଣ. ସ୍ତ୍ରୀ. (ଅମର+ସ୍ତ୍ରୀ. ଆ) — 'ଅମର'ର ସ୍ତ୍ରୀଲିଙ୍ଗ — Feminine of Amara
- ସଂ. ବି. ସ୍ତ୍ରୀ — ଦେବପୁରୀ; ଇନ୍ଦ୍ରପୁରୀ — The place of Indra
- ସଂ. ବି. ସ୍ତ୍ରୀ — (ବୈଦ୍ୟକ) ଦୂବ — Dūba grass
- ସଂ. ବି. ସ୍ତ୍ରୀ — ଗୁଳୁଚି — A creeper
- ସଂ. ବି. ସ୍ତ୍ରୀ — ବରଗଛ — Banian tree
- ସଂ. ବି. ସ୍ତ୍ରୀ — ଘିକୁଆରୀ — A bush
- ସଂ. ବି. ସ୍ତ୍ରୀ — ବିଛୁଆତି — The stinging nettle
- ସଂ. ବି. ସ୍ତ୍ରୀ — ଜରାୟୁ — Uterus
- ଦେ. ବି. ସ୍ତ୍ରୀ — ଦେବତା — Deity
- ଦେ. ବି. ସ୍ତ୍ରୀ — ପ୍ରଥମେ ଅମରାଗଣର—ଦ୍ୱିତୀୟେ ଅବତାରଙ୍କର। ପ୍ରାଚୀ—ପୂର୍ଣ୍ଣତମଚନ୍ଦ୍ରୋଦୟ।