ଅମରାଦ୍ରି Amatādri

  • ସଂ. ବି. (ମଧ୍ୟପଦଲୋପୀ; ଅମର=ଦେବତା+ଅଦ୍ରି= ପର୍ବତ) — ଅମରମାନଙ୍କ ଅଧ୍ୟୁଷିତ ପର୍ବତ; ସୁମେରୁ ପର୍ବତ — The Sumeru mountain of Hindu mythology