ଅଭ୍ୟଗ୍ର Abhyagra

  • ସଂ. ବିଣ. (ଅଭି+ଅଗ୍ର) — ନବୀନ; ଅଭିନବ — new
  • ସଂ. ବିଣ. (ଅଭି+ଅଗ୍ର) — ଅଗ୍ରବର୍ତ୍ତୀ — In front; frontal
  • ସଂ. ବିଣ. (ଅଭି+ଅଗ୍ର) — ନିକଟ; ସମୀପ — Near; adjoining