ଅଭୋଜନ Abhojana

  • ସଂ. ବି (ଅ+ଭୋଜନ) — ଭୋଜନର ଅଭାବ
  • ସଂ. ବି (ଅ+ଭୋଜନ) — ଉପବାସ — Fasting
  • ସଂ. ବି (ଅ+ଭୋଜନ) — ଭୋଜନରୁ ନିବୃତ୍ତି
  • ଦେ. ବିଣ — ଅଭୁକ୍ତ; ଅଖିଆ — Not having taken meals; going without food
  • ଦେ. ବିଣ — ଉପବାସୀ — Fasting