ଅଭୋଗଲିଙ୍ଗ Abhogaliṅga

  • ସଂ. ବିଣ. (ବହୁବ୍ରୀହି; ଅଭୋଗ+ଲିଙ୍ଗ) — ଅଯୋନି; କ୍ଳୀବ; ସ୍ତ୍ରୀ ବା ପୁଂ ଚିହ୍ନରହିତ — Having no male or female organ; eunuch
  • ସଂ. ବିଣ. (ବହୁବ୍ରୀହି; ଅଭୋଗ+ଲିଙ୍ଗ) — ବାଳ କାଳରୁ ଏହାର ଅଟେ ମନ୍ଦ କର୍ମ। ଅଭୋଗଲିଙ୍ଗ ହୋଇ ଆମ୍ଭେ ହେଲୁ ଜନମ। ସାରଳାମହାଭାରତ.ଆଦି।