ଅଭ୍ୟଧିକ Abhyadhika

  • ସଂ. ବିଣ (ଅଭି+ଅଧିକ) — ଅତ୍ୟଧିକ
  • ସଂ. ବିଣ (ଅଭି+ଅଧିକ) — ସର୍ବୋତ୍କୃଷ୍ଟ — Most excellent
  • ସଂ. ବିଣ (ଅଭି+ଅଧିକ) — ସର୍ବୋତ୍ତମ — Best