ଅଭ୍ରମୁ Abhramu

  • ସଂ. ବି. ସ୍ତ୍ରୀ. (ଅ+ଭ୍ରମ ଧାତୁ=ଭ୍ରମଣ କରିବା+କର୍ତ୍ତୃ. ଉ) — ପୂର୍ବଦିଗର ହସ୍ତିନୀ; ଐରାବତ ହସ୍ତୀର ସ୍ତ୍ରୀ