ଅଭ୍ରପୁଷ୍ପ Abhrapushpa

  • ସଂ. ବି. — ( 6 ଷ୍ଠୀ ତତ୍; ଅଭ୍ର=ମେଘ+ପୁଷ୍ପ=ଫୁଲ) — (6ଷ୍ଠୀ ତତ୍; ଅଭ୍ର=ମେଘ+ପୁଷ୍ପ=ଫୁଲ)
  • ସଂ. ବି. — (ମେଘର ଫୁଲ; ଗଛର ଫୁଲ ଯେପରି, ଜଳ ଆକାଶର ସେହିପରି ଫୁଲ ଅଟେ) — ଜଳ—1. Water
  • ସଂ. ବି. — (ବହୁବ୍ରୀହି; ମେଘାଗମରେ ଯେ ଫୁଲ ଧରେ) ବେତଗଛ
  • ସଂ. ବି. — କଦମ୍ବଗଛ — The Kadamba-tree