ଅଭ୍ରି Abhri

  • ସଂ. ବି. ସ୍ତ୍ରୀ. (ଅଭ୍ର ଧାତୁ=ଗମନ କରିବା+ଇ) — ନୌକାରୁ ପାଣି ବାହାର କରିବାକୁ ଯେଉଁ ପାତ୍ର ବ୍ୟବହୃତ ହୁଏ; ବେଣ୍ଟୁଆ — A vessel to throw out water from a boat
  • ସଂ. ବି. ସ୍ତ୍ରୀ. (ଅଭ୍ର ଧାତୁ=ଗମନ କରିବା+ଇ) — ମଳପରିଷ୍କାରକ କାଠର କୋଡି