ଅଭେଦ୍ୟ Abhedya

  • ସଂ. ବିଣ. (ଅ+ଭେଦ୍ୟ) — ଯାହା ଭେଦ କରାଯାଇ ନ ପାରେ
  • ସଂ. ବିଣ. (ଅ+ଭେଦ୍ୟ) — ଦୃଢ଼ — Tough
  • ସଂ. ବିଣ. (ଅ+ଭେଦ୍ୟ) — କଠିନ — Hard
  • ସଂ. ବିଣ. (ଅ+ଭେଦ୍ୟ) — ଅଭିନ୍ନ; ଯାହା ପୃଥକ କରା ଯାଇ ନ ପାରେ
  • ସଂ. ବିଣ. (ଅ+ଭେଦ୍ୟ) — ଅତି ଘନ — Very dense
  • ସଂ. ବିଣ. (ଅ+ଭେଦ୍ୟ) — ଅକାଟ — Invulnerable