ଅଭେଦ୍ୟପ୍ରୀତି Abhedyaprīti

  • ସଂ. ବି. (କର୍ମଧା; ଅଭେଦ୍ୟ+ପ୍ରୀତି) — ଘନିଷ୍ଠ ପ୍ରେମ
  • ସଂ. ବି. (କର୍ମଧା; ଅଭେଦ୍ୟ+ପ୍ରୀତି) — ଯେଉଁ ପ୍ରୀତିର ବିଚ୍ଛେଦ ଘଟି ନ ପାରେ