ଅଭିନେତା Abhinetā

  • ସଂ. ବିଣ. ପୁଂ. (ଅଭି+ନୀ ଧାତୁ+ତୃ 1 ମା. 1 ବ.) — ଅଭିନୟକର୍ତ୍ତା; ଯେ ପୁରୁଷ ଅଭିନୟ କରେ — Representing a dramatic character in a play
  • ସଂ. ବିଣ. ପୁଂ. (ଅଭି+ନୀ ଧାତୁ+ତୃ 1 ମା. 1 ବ.) — ଅନ୍ୟର ଅନୁରୂପ କାର୍ଯ୍ୟ କରିବା (ବ୍ୟକ୍ତି) — Imitating another's actions
  • ସଂ. ବି. ପୁଂ. — ନଟ — An actor