ଅଭିନୀବା Abhinībā

  • ଦେ. କ୍ରି. ପଦ୍ୟ (ସଂ. ଅଭିନୟ) — ଅଭିନୟ କରିବା — To play on the stage
  • ଦେ. କ୍ରି. ପଦ୍ୟ (ସଂ. ଅଭିନୟ) — ଅଭିନୀବା ପାଇଁ ସୂର୍ଯ୍ୟସୂତ ସହୀ— ଅଟନ ମହାନାଟକା— ରାଧାନାଥ—ଯଯାତି।