ଅଭିନ୍ନ Abhinna
- ସଂ. ବିଣ (ଅ=ନୁହେ+ଭିନ୍ନ=ଛିନ୍ନ) — ଅଚ୍ଛିନ୍ନ — Not broken; entire; not separated
- ସଂ. ବିଣ (ଅ=ନୁହେ+ଭିନ୍ନ=ଛିନ୍ନ) — ପ୍ରଭେଦରହିତ — Not different; self-same
- ସଂ. ବିଣ (ଅ=ନୁହେ+ଭିନ୍ନ=ଛିନ୍ନ) — ଏହି ଚାରି ଜଣ ଅଟନ୍ତି ଅଭିନ୍ନ। ସାରଳାମହାଭାରତ—ଉଦ୍ଯୋଗ
- ଦେ. ବି. ପୁଂ. — ଲୋକଙ୍କ ନାମ — A name given to males