ଅଭିନେତ୍ରୀ Abhinetrī

  • ସଂ. ବିଣ. ସ୍ତ୍ରୀ. (ଅଭିନେତୃ+ଈ) — ଅଭିନୟକାରିଣୀ (ସ୍ତ୍ରୀ) — (woman) Acting on the stage
  • ସଂ. ବି. ସ୍ତ୍ରୀ — ଯେଉଁ ସ୍ତ୍ରୀ ଅଭିନୟ କରେ; ନଟୀ — An actress