ଅବ୍ଧିଜ Abdhija

  • ସଂ. ବିଣ (ଅବ୍ଧି+ଜନ ଧାତୁ+ଅ) — ସମୁଦ୍ରରୁ ଜାତ — Born of the ocean
  • ସଂ. ବି — ଚନ୍ଦ୍ର — The moon
  • ସଂ. ବି — ଶଙ୍ଖ — Conch