ଅବ୍ଧିଜା Abdhijā

  • ସଂ. ବି. ସ୍ତ୍ରୀ (ଅବ୍ଧି+ଜନ୍ ଧାତୁ+ଅ+ସ୍ତ୍ରୀ. ଆ) — ଲକ୍ଷ୍ମୀ — Goddess Lakshmī
  • ସଂ. ବି. ସ୍ତ୍ରୀ (ଅବ୍ଧି+ଜନ୍ ଧାତୁ+ଅ+ସ୍ତ୍ରୀ. ଆ) — ମଦ; ମଦ୍ୟ — wine; spirituous liquor
  • ସଂ. ବିଣ. ସ୍ତ୍ରୀ (ଅବ୍ଧିଜ+ଆ) — ଅବ୍ଧିଜର ସ୍ତ୍ରୀଲିଙ୍ଗ — Feminine of Abdhija