ଅବ୍ଧିଫେନ Abdhiphena

  • ସଂ. ବି ( 6 ଷ୍ଠୀ ତତ୍) — ସମୁଦ୍ର ଫେଣ — The foam of the sea
  • ସଂ. ବି ( 6 ଷ୍ଠୀ ତତ୍) — ଏକପ୍ରକାର ସାମୁଦ୍ରିକ ଜୀବର ହାଡ଼ (ଏହା ପାଲିସ କରିବାରେ ବ୍ୟବହୃତ ହୁଏ) — The bone of cuttle-fish