ଅବ୍ଧିଦ୍ୱୀପା Abdhidwīpā

  • ସଂ. ବିଣ. ସ୍ତ୍ରୀ (ଅବ୍ଧି+ଦ୍ୱୀପ+ଆ; ଅବ୍ଧି ମଧ୍ୟରେ ଦ୍ୱୀପରୂପେ ପ୍ରତିଷ୍ଠିତ) — ଚାରିଆଡ଼େ ସମୁଦ୍ର ବେଢ଼ିଥିବା — Sea-girt; surrounded by the ocean
  • ସଂ. ବି — ବସୁନ୍ଧରା; ପୃଥିବୀ — The earth