ଅବୃନ୍ତ Abṛunta

  • ସଂ. ବିଣ. (ବହୁବ୍ରୀହି; ଅ+ବୃନ୍ତ) — ଯେଉଁ ଫଳ ବା ପୁଷ୍ପର ଡେମ୍ଫ ନ ଥାଏ — (flower or fruit) having no stalk or peduncle