ଅବୃଦ୍ଧିକ
- ସଂ. ବିଣ (ବହୁବ୍ରୀହି; ଅ+ବୃଦ୍ଧି+କ) ଯେଉଁ ମୂଳଧନ ଉପରେ ସୁଧ ହିସାବ ହୁଏ ନାହିଁ — (capital) Not bearing any interest
- ସଂ. ବିଣ (ବହୁବ୍ରୀହି; ଅ+ବୃଦ୍ଧି+କ) ଯାହାର ବୃଦ୍ଧି ନାହିଁ — Having no increase or growth
- ସଂ. ବି — କରଜ ଲାଗିଥିବା ଅସଲ ବା ମୂଳ (ଧନ) — Capital or principal of an investment