ଅବୃତ୍ତିଆ Abṛuttiā

  • ଦେ. ବିଣ. (ଅ+ବୃତ୍ତି) — ଆବୃତ୍ତି; ଜୀବିକାହୀନ; ବେକାର — Unemployed
  • ଦେ. ବିଣ. (ଅ+ବୃତ୍ତି) — ଯେଉଁ ଛାତ୍ର ବୃତ୍ତି ପାଇ ନାହିଁ — (student) Who has not secured a scholarship