ଅବୃଷ୍ଟିକ Abṛushtika

  • ସଂ. ବିଣ (ବହୁବ୍ରୀହି; ଅ+ବୃଷ୍ଟି+କ) — ଯେଉଁ ସ୍ଥାନ ବା ଦେଶରେ ବର୍ଷା ହୁଏ ନାହିଁ — Rainless (country)
  • ସଂ. ବିଣ (ବହୁବ୍ରୀହି; ଅ+ବୃଷ୍ଟି+କ) — ଯେଉଁ ସମୟରେ ବର୍ଷା ହୁଏ ନାହିଁ — (time) When there is no rain
  • ସଂ. ବିଣ (ବହୁବ୍ରୀହି; ଅ+ବୃଷ୍ଟି+କ) — ବର୍ଷାଋତୁ ଛଡା ଅନ୍ୟ (ଋତୁ) — (season) Which is not the rainy season
  • ସଂ. ବିଣ (ବହୁବ୍ରୀହି; ଅ+ବୃଷ୍ଟି+କ) — ଯେଉଁ ମେଘ ବର୍ଷା କରେ ନାହିଁ — (cloud) Not giving rain