ଅବହୃତ Abahṛuta

  • ସଂ. ବିଣ. (ଅବ+ହୃ ଧାତୁ+କର୍ମ. ତ) — ଅପହୃତ — Stolen
  • ସଂ. ବିଣ. (ଅବ+ହୃ ଧାତୁ+କର୍ମ. ତ) — ବଳପୂର୍ବକ ନିଆଯିବା — Seized
  • ସଂ. ବିଣ. (ଅବ+ହୃ ଧାତୁ+କର୍ମ. ତ) — ଯୁଦ୍ଧଭୂମିରୁ ପ୍ରତିନିବୃତ୍ତ — Returned from the battle-field
  • ସଂ. ବିଣ. (ଅବ+ହୃ ଧାତୁ+କର୍ମ. ତ) — ଅର୍ଥ ଦଣ୍ଡରେ ଦଣ୍ଡିତ — Fined
  • ସଂ. ବିଣ. (ଅବ+ହୃ ଧାତୁ+କର୍ମ. ତ) — (ଦିଆ ଯାଇଥିବା ବସ୍ତୁ) ଫେରାଇ ନିଆ ଯାଇଥିବା — Taken back
  • ସଂ. ବିଣ. (ଅବ+ହୃ ଧାତୁ+କର୍ମ. ତ) — ମୁକୁଳାଇ ନିଆ ଯିବା (ବନ୍ଧକ ବସ୍ତୁ) — Redeemed (pledge)