ଅବହିତଚିତ୍ତ Abahitachitta

  • ସଂ. ବିଣ. ପୁଂ (ବହୁବ୍ରୀହି; ଅବହିତ+ଚିତ୍ତ) — ଯାହାର ମନ ପ୍ରଶାନ୍ତ ବା ସ୍ଥିର — Calm-minded; cool-minded