ଅବହେଳ Abaheḻa
- ସଂ. ବି. (ଅବ+ହେଡ ଧାତୁ=ଅବଜ୍ଞା କରିବା+ଭାବ. ଅ) — ହେଳା; ଅମନୋଯୋଗ; ଅଯତ୍ନ — Neglect; want of care
- ସଂ. ବି. (ଅବ+ହେଡ ଧାତୁ=ଅବଜ୍ଞା କରିବା+ଭାବ. ଅ) — ଉପେକ୍ଷା; ଅନାଦର; ଅବଜ୍ଞା — Slight
- ସଂ. ବି. (ଅବ+ହେଡ ଧାତୁ=ଅବଜ୍ଞା କରିବା+ଭାବ. ଅ) — ବେଖାତିର୍ — Disregard
- ସଂ. ବି. (ଅବ+ହେଡ ଧାତୁ=ଅବଜ୍ଞା କରିବା+ଭାବ. ଅ) — ଅବଲୀଳା; ଅନାୟାସ — Ease