ଅବସିତ Abasita
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — ସମାପ୍ତ; ସମାପିତ — Finished; completed
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — ସ୍ଥିରୀକୃତ; ନିଶ୍ଚିତ — Ascertained; settled
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — ଅବସାନ ପ୍ରାପ୍ତ — Ended
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — ବୋଧିତ — Comprehended; understood
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — ବିଗତ; ଗତ — Gone
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — ଅତୀତ — Past
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — ପରିଣତ; ପରିଣତିପ୍ରାପ୍ତ — Developed
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — ବିଦିତ; ଜ୍ଞାତ — Known
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — ସଞ୍ଚିତ — Stored
- ସଂ. ବିଣ (ଅବ+ସୋ ଧାତୁ=ଶେଷ କରିବା+କର୍ମ. ତ) — (ଅବ+ସି ଧାତୁ=ବନ୍ଧନ କରିବା+କର୍ମ. ତ)— ବଦ୍ଧ — Tied
- ସଂ. ବି (ଅବ+ସୋ ଧାତୁ+ଭାବ. ତ) — ଅବସାନ; ଶେଷ ହେବା ଅବସ୍ଥା; ସମାପ୍ତି — Completion; end
- ସଂ. ବି (ଅବ+ସୋ ଧାତୁ+ଭାବ. ତ) — ଅପସାରଣ; ଦୂରୀକରଣ — Removal