ଅବସାଦିତ Abasādita
- ସଂ. ବିଣ (ଅବ+ସଦ ଧାତୁ. ଣିଚ୍, ସ. ଦି. ଧାତୁ+କର୍ମ. ତ) — ଅବସାଦପ୍ରାପ୍ତ; ଅବସନ୍ନ — Depressed
- ସଂ. ବିଣ (ଅବ+ସଦ ଧାତୁ. ଣିଚ୍, ସ. ଦି. ଧାତୁ+କର୍ମ. ତ) — କ୍ଲାନ୍ତ — Worn out
- ସଂ. ବିଣ (ଅବ+ସଦ ଧାତୁ. ଣିଚ୍, ସ. ଦି. ଧାତୁ+କର୍ମ. ତ) — ବିନିଷ୍ଟ — Destroyed
- ସଂ. ବିଣ (ଅବ+ସଦ ଧାତୁ. ଣିଚ୍, ସ. ଦି. ଧାତୁ+କର୍ମ. ତ) — ବିଷାଦିତ; ଖିନ୍ନ — Dejected
- ସଂ. ବିଣ (ଅବ+ସଦ ଧାତୁ. ଣିଚ୍, ସ. ଦି. ଧାତୁ+କର୍ମ. ତ) — ନିଃଶେଷିତ — Exhausted