ଅବସ୍କନ୍ଦ Abaskanda
- ସଂ. ବି. (ଅବ=ବିରୁଦ୍ଧ+ସ୍କନ୍ଦ ଧାତୁ=ଗମନ କରିବା+ ଭାବ. ଅ) — ଯାତ୍ରା; ଗମନ — Going; starting
- ସଂ. ବି. (ଅବ=ବିରୁଦ୍ଧ+ସ୍କନ୍ଦ ଧାତୁ=ଗମନ କରିବା+ ଭାବ. ଅ) — ଅବରୋଧ — Siege; encompassing
- ସଂ. ବି. (ଅବ=ବିରୁଦ୍ଧ+ସ୍କନ୍ଦ ଧାତୁ=ଗମନ କରିବା+ ଭାବ. ଅ) — ଆକ୍ରମଣ — Attack
- ସଂ. ବି. (ଅବ=ବିରୁଦ୍ଧ+ସ୍କନ୍ଦ ଧାତୁ=ଗମନ କରିବା+ ଭାବ. ଅ) — ନିରୋଧ; ରୋଧ — Obstrucion
- ସଂ. ବି. (ଅବ=ବିରୁଦ୍ଧ+ସ୍କନ୍ଦ ଧାତୁ=ଗମନ କରିବା+ ଭାବ. ଅ) — ଅବରୋହଣ; ଅବତରଣ — Descending; alighting
- ସଂ. ବି. (ଅବ=ବିରୁଦ୍ଧ+ସ୍କନ୍ଦ ଧାତୁ=ଗମନ କରିବା+ ଭାବ. ଅ) — ଅବଗାହନ — Bathing; immersion
- ସଂ. ବି. (ଅବ=ବିରୁଦ୍ଧ+ସ୍କନ୍ଦ ଧାତୁ=ଗମନ କରିବା+ ଭାବ. ଅ) — (+ଅଧିକରଣ. ଅ; ଯେଉଁଠାରେ ସୈନ୍ୟମାନେ ବିଶ୍ରାମ କରନ୍ତି)—ଛାଉଣି; ସେନାନିବାସ; ସ୍କନ୍ଧାବାର — Military camp; encampment; barracks
- ସଂ. ବି. (ଅବ=ବିରୁଦ୍ଧ+ସ୍କନ୍ଦ ଧାତୁ=ଗମନ କରିବା+ ଭାବ. ଅ) — ତମ୍ବୁ; ରାଉଟି — Tent