ଅବସ୍କର Abaskara
- ସଂ. ବି. (ଅବ=ନିମ୍ନକୁ+କୃ ଧାତୁ=ବିକ୍ଷିପ୍ତ କରିବା+କର୍ମ. ଅ; ଯାହା ଛାଞ୍ଚୁଣୀ ଦ୍ୱାରା ଫୋପଡ଼ା ଯାଏ) — ଆବର୍ଜନା; ଝାଟୁଆ; ଅଳିଆ — Sweepings; refuse
- ସଂ. ବି. (ଅବ=ନିମ୍ନକୁ+କୃ ଧାତୁ=ବିକ୍ଷିପ୍ତ କରିବା+କର୍ମ. ଅ; ଯାହା ଛାଞ୍ଚୁଣୀ ଦ୍ୱାରା ଫୋପଡ଼ା ଯାଏ) — ସମ୍ମାର୍ଜନୀ ଦ୍ୱାରା ନିକ୍ଷିପ୍ତ ଧୂଳି — Dust scattered by the broom
- ସଂ. ବି. (ଅବ=ନିମ୍ନକୁ+କୃ ଧାତୁ=ବିକ୍ଷିପ୍ତ କରିବା+କର୍ମ. ଅ; ଯାହା ଛାଞ୍ଚୁଣୀ ଦ୍ୱାରା ଫୋପଡ଼ା ଯାଏ) — ମଳ; ବିଷ୍ଠା — Ordure
- ସଂ. ବି. (ଅବ=ନିମ୍ନକୁ+କୃ ଧାତୁ=ବିକ୍ଷିପ୍ତ କରିବା+କର୍ମ. ଅ; ଯାହା ଛାଞ୍ଚୁଣୀ ଦ୍ୱାରା ଫୋପଡ଼ା ଯାଏ) — ମଇଳା — Dirt
- ସଂ. ବି. (ଅବ=ନିମ୍ନକୁ+କୃ ଧାତୁ=ବିକ୍ଷିପ୍ତ କରିବା+କର୍ମ. ଅ; ଯାହା ଛାଞ୍ଚୁଣୀ ଦ୍ୱାରା ଫୋପଡ଼ା ଯାଏ) — (+ଅପାଦାନ. ଅ; ୟେଉ ଠାରୁ ମଳ ନିର୍ଗତ ହୁଏ)— ଗୁହ୍ୟଦ୍ୱାର; ମଳଦ୍ୱାର — Anus
- ସଂ. ବି. (ଅବ=ନିମ୍ନକୁ+କୃ ଧାତୁ=ବିକ୍ଷିପ୍ତ କରିବା+କର୍ମ. ଅ; ଯାହା ଛାଞ୍ଚୁଣୀ ଦ୍ୱାରା ଫୋପଡ଼ା ଯାଏ) — (+ଅଧିକରଣ. ଅ)—ଅଳିଆଗଦା; ଖତକୁଢ; ମଇଳା ରଖିବାର ପାତ୍ର — Dust-bin
- ସଂ. ବି. (ଅବ=ନିମ୍ନକୁ+କୃ ଧାତୁ=ବିକ୍ଷିପ୍ତ କରିବା+କର୍ମ. ଅ; ଯାହା ଛାଞ୍ଚୁଣୀ ଦ୍ୱାରା ଫୋପଡ଼ା ଯାଏ) — ପାଇଖାନା — Latrine