ଅବସାଦ Abasāda

  • ସଂ. ବି (ଅବ+ସଦ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ଅବସନ୍ନତା; ଜଡ଼ତା; ଶିଥିଳତା — Languor; exhaustion; lethargy
  • ସଂ. ବି (ଅବ+ସଦ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — କ୍ଳାନ୍ତି; ଶ୍ରାନ୍ତି — Fatigue; weariness
  • ସଂ. ବି (ଅବ+ସଦ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ସ୍ଫୁର୍ତ୍ତିହୀନତା; ଉତ୍ସାହହୀନତା — Want of vigour; dullness; depression
  • ସଂ. ବି (ଅବ+ସଦ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ନୈରାଶ୍ୟ — despair
  • ସଂ. ବି (ଅବ+ସଦ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ଦୈନ୍ୟ — Poorness
  • ସଂ. ବି (ଅବ+ସଦ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ନାଶ; କ୍ଷୟ — Decay; exhaustion
  • ସଂ. ବି (ଅବ+ସଦ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ଖେଦ; ବିଶାଦ — Dejection; sorrow; grief
  • ସଂ. ବି (ଅବ+ସଦ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ବିରାମ; ଶେଷ — End; cessation
  • ସଂ. ବି (ଅବ+ସଦ ଧାତୁ=କ୍ଳାନ୍ତ ହେବା+ଭାବ. ଅ) — ପରାଜୟ — Defeat