ଅବସର୍ପ Abasarpa

  • ସଂ. ବି. — (ଅବ+ସୃପ. ଧାତୁ=ଗମନ କରିବା+ଭାବ. ଅ)—ଗମନ — Going
  • ସଂ. ବି. — ଗତି — Motion
  • ସଂ. ବି. — (+କର୍ତ୍ତୃ. ଅ) ଦୂତ; ପ୍ରଣିଧି — Emissary
  • ସଂ. ବି. — ଗୁପ୍ତଚର — Spy