ଅବସର Abasara
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ଫୁର୍ସେତ୍; ଅବକାଶ; କାର୍ଯ୍ୟରୁ ଛୁଟି ବା ବିଶ୍ରାମ — Leave; leisure or rest from work
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ସୁବିଧା; ସୁଯୋଗ; ସୁସମୟ — Opportunity; opportune time
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ଠଉରାଇ ଅବସର, କଲେ ତୁ ପ୍ରସଙ୍ଗ ମୋର, ରାଜି ରାଜୀବନେତ୍ରାକୁ ଉଚିତରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ ଠ. ଗୀତ।
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ଉପଲକ୍ଷ — Occasion
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ପ୍ରସ୍ତାବ — Proposal
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ପ୍ରସଙ୍ଗ — Connection; context
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ପ୍ରାରମ୍ଭ — Beginning; commencement
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — କାର୍ଯ୍ୟର ସୀମା — Scope
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ଶୂନ୍ୟସ୍ଥାନ; ଫାଙ୍କ — Space; vacant space
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ବୃଷ୍ଟି — Rain
- ସଂ. ବି (ଅବ+ସୃ ଧାତୁ=ଗମନ କରିବା+ଭାବ. ଅ) — ବର୍ଷ — Year