ଅବସର୍ପୀ Abasarpī

  • ସଂ. ବିଣ. ପୁଂ (ଅବ+ସୃପ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ସ୍ଥାନାନ୍ତରକୁ ଗତ — Gone to another place; removed to another place
  • ସଂ. ବି. ପୁଂ. — ଦୂତ — Emissary
  • ସଂ. ବି. ପୁଂ. — ଗୁପ୍ତଚର — Spy