ଅବଳୀ Abaḻī
- ଦେ. ବି. ସ୍ତ୍ରୀ — ଅବଳା ନାମ୍ନୀ ସ୍ତ୍ରୀର ଡାକ ନାମ — Name for calling a woman named Abaḻā
- ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀଲୋକ ଗୋଡ଼ରେ ବଳା ପିନ୍ଧେ ନାହିଁ — (a woman) Not habitituated to wearing anklets
- ଦେ. ବିଣ. ସ୍ତ୍ରୀ — ଅବଳୀ ଗୋଡ଼ରେ ବଳା, ତାକୁ ଗୋଡ଼େଇ ଗୋଡ଼େଇ ଚଳା—ଢଗ।