ଅବଂଶ Abaṁṡa

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ବଂଶ) — ନିର୍ବଂଶ; ଯାହା ବଂଶରେ ଆଉ କେହି ନାହିଁ — Having no family or progeny
  • ସଂ. ବି. (ନଞ ତତ୍) — ଯାହା ବାଉଁଶ ନୁହେ — A thing which is not bamboo