ଅବଶିଷ୍ଟ Abaṡishṭa

  • ସଂ. ବିଣ (ଅବ+ଶିଷ ଧାତୁ=ଶେଷ ରଖିବା+କର୍ମ. ତ) — ଯାହା ଶେଷକୁ ବାକି ଥାଏ; ବାକି — Left; remaining
  • ସଂ. ବିଣ (ଅବ+ଶିଷ ଧାତୁ=ଶେଷ ରଖିବା+କର୍ମ. ତ) — ବଳିପଡ଼ିଥିବା; ଉଦ୍ବୃତ — Residual
  • ସଂ. ବିଣ (ଅବ+ଶିଷ ଧାତୁ=ଶେଷ ରଖିବା+କର୍ମ. ତ) — ଅତିରିକ୍ତ — Redundant