ଅବଲୀଢ଼ Abalīṟḍ̠ẖa

  • ସଂ. ବିଣ. (ଅବ+ଲିହ ଧାତୁ=ଚାଟିବା+କର୍ମ. ତ) — ଚଟା ହୋଇଥିବା; ଆସ୍ୱାଦିତ — Licked; tasted
  • ସଂ. ବିଣ. (ଅବ+ଲିହ ଧାତୁ=ଚାଟିବା+କର୍ମ. ତ) — ଭକ୍ଷିତ — Eaten
  • ସଂ. ବିଣ. (ଅବ+ଲିହ ଧାତୁ=ଚାଟିବା+କର୍ମ. ତ) — ବ୍ୟାପ୍ତ — Spread
  • ସଂ. ବିଣ. (ଅବ+ଲିହ ଧାତୁ=ଚାଟିବା+କର୍ମ. ତ) — ଦଗ୍ଧ — Burnt
  • ସଂ. ବିଣ. ପୁଂ—(ଅବ+ଲିହ ଧାତୁ+କର୍ତ୍ତୃ. ତ) — ଯେ ଚାଟେ — Licking