ଅବଲିପ୍ତ Abalipta
- ସଂ. ବିଣ (ଅବ+ଲିପ ଧାତୁ=ଲେପିବା+କର୍ମ. ତ) — ଯେଉଁ ଜିଭରେ ହଳଦୀ ବୋଳା ହେବା ଭଳି ଛତିଆ ବସି ଥାଏ (ସୁଶ୍ରୂତ) — Furred (tongue)
- ସଂ. ବିଣ (ଅବ+ଲିପ ଧାତୁ=ଲେପିବା+କର୍ମ. ତ) — ଯେଉଁ ଦ୍ରବ୍ୟର ସର୍ବାଂଶରେ କିଛି ଲେପ ବୋଳା ଯାଇଥାଏ — Pasted over
- ସଂ. ବିଣ (ଅବ+ଲିପ ଧାତୁ=ଲେପିବା+କର୍ମ. ତ) — କୃତଲେପନ — Smeared over
- ସଂ. ବିଣ (ଅବ+ଲିପ ଧାତୁ=ଲେପିବା+କର୍ମ. ତ) — ଯାହା ଅନ୍ୟ ବସ୍ତୁ ଉପରେ ବୋଳା ଯାଇ ଥାଏ — Anointed
- ସଂ. ବିଣ (ଅବ+ଲିପ ଧାତୁ=ଲେପିବା+କର୍ମ. ତ) — (ଅବ+ଲିପ ଧାତୁ=ଗର୍ବିତ ହେବା+କର୍ତ୍ତୃ. ତ)—ଗର୍ବିତ; ଦୃପ୍ତ; ଅହଂକୃତ — Arrogant; proud
- ସଂ. ବିଣ (ଅବ+ଲିପ ଧାତୁ=ଲେପିବା+କର୍ମ. ତ) — ଆସକ୍ତ — Attached