ଅବନଦ୍ଧ Abanaddha

  • ସଂ. ବିଣ. (ଅବ+ନହ ଧାତୁ=ବାନ୍ଧିବା+କର୍ମ. ତ) — ଯାହାକୁ ବନ୍ଧା ଯାଇଅଛି; ଆବଦ୍ଧ; ଆନଦ୍ଧ — Tied; bound
  • ସଂ. ବିଣ. (ଅବ+ନହ ଧାତୁ=ବାନ୍ଧିବା+କର୍ମ. ତ) — ଦଉଡ଼ିରେ ବନ୍ଧା ହୋଇଥିବା — Tied with strings
  • ସଂ. ବିଣ. (ଅବ+ନହ ଧାତୁ=ବାନ୍ଧିବା+କର୍ମ. ତ) — ପରିହିତ — Worn; put on
  • ସଂ. ବି — ଯେଉଁ ବାଦ୍ୟର ମୁହଁରେ ଚମ ଓ ଦଉଡ଼ି ବନ୍ଧା ହୋଇ— ଥାଏ। (ଯଥା—ଢୋଲ; ମୃଦଙ୍ଗ; ପଖୋଜ) — Musical instruments of which the mouths are bound with leather and strings