ଅବଚ୍ଛା Abachhā

  • ଦେ. ବିଣ (ସଂ. ଅ+ଓ. ବାଛିବା) — ଯେଉଁ ମାଛ, ଶାଗ, ଚାଉଳ, ଧାନ, ଡାଲି ଆଦିର ତ୍ୟାଜ୍ୟ ଅଂଶମାନ ବଛା ହୋଇ ନ ଥାଏ — (fish; pot-herb; rice; split peas etc) From which bad and undesirable parts have not been picked out
  • ଦେ. ବିଣ (ସଂ. ଅ+ଓ. ବାଛିବା) — ଯେଉଁ ଧାନ କିଆରିରୁ ବା ବଗିଚାରୁ ଘାସ ଆଦି ବଛା ହୋଇ ନ ଥାଏ — Unweeded (paddy-fields or gardens)
  • ଦେ. ବିଣ (ସଂ. ଅ+ଓ. ବାଛିବା) — ଭଲ ବା ମନ୍ଦଯାକ ପୃଥକ୍ କରାଯାଇ ନ ଥିବା (ବସ୍ତୁ) — (things) Which have not been separated by selection