ଅବଚ୍ଛାତ Abachchhāta
- ସଂ. ବିଣ. (ଅବ+ଚ୍ଛୋ ଧାତୁ+କର୍ମ. ତ; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ଛାଲ ଉତରା ଯାଇଥିବା — Skinned (M.W.)
- ସଂ. ବିଣ. (ଅବ+ଚ୍ଛୋ ଧାତୁ+କର୍ମ. ତ; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — କଟା ଯାଇଥିବା (ଫସଲ) — Reaped (M.W.)
- ସଂ. ବିଣ. (ଅବ+ଚ୍ଛୋ ଧାତୁ+କର୍ମ. ତ; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ଉପବାସାଦି ଦ୍ୱାରା କ୍ଷୀଣତାପ୍ରାପ୍ତ — Emaciated by abstinence (M.W.)
- ସଂ. ବିଣ. (ଅବ+ଚ୍ଛୋ ଧାତୁ+କର୍ମ. ତ; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — (ଏ ଶବ୍ଦର ଅନ୍ୟ ରୂପ ଅବଚ୍ଛିତ।)