ଅବଚ୍ଛନ୍ନ Abachchhinna
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ଯୁକ୍ତ; ସଂଯୁକ୍ତ — Joined
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ମିଳିତ; ମିଶ୍ରିତ — Mixed
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ବିଶିଷ୍ଟ — Consisting of
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ବିଚ୍ଛିନ୍ନ — Cut off; separated
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ବିଭକ୍ତ; ଖଣ୍ଡିତ — Cut; divided
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ବିଶ୍ଳିଷ୍ଟ — Analysed
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ସୀମାବଦ୍ଧ — Limited; bounded
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ସଙ୍କୁଚିତ — Contracted
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — ନିର୍ଣ୍ଣୀତ — Ascertained
- ସଂ. ବିଣ. (ଅବ+ଛିଦ ଧାତୁ+କର୍ମ. ତ; ବ୍ୟଞ୍ଜନସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) — (ନ୍ୟାୟଶାସ୍ତ୍ର) ବିଶିଷ୍ଟ ଗୁଣର ଉଲ୍ଳେଖଦ୍ୱାରା ଅନ୍ୟାନ୍ୟ ସମସ୍ତ ବସ୍ତୁଙ୍କଠାରୁ ପୃଥକ୍ କରାଯାଇଥିବା — (Logic) Predicated; distinguished from all other things by the mention of particular properties