ଅବଚ୍ଛୁରିତ Abachchhurita

  • ସଂ. ବିଣ. (ଅବ+ଛର ଧାତୁ+କର୍ମ. ତ; ସନ୍ଧିଯୋଗୁ ଛ ସ୍ଥାନରେ ଚ୍ଛ) — ମିଶ୍ରିତ — Mixed together
  • ସଂ. ବିଣ. (ଅବ+ଛର ଧାତୁ+କର୍ମ. ତ; ସନ୍ଧିଯୋଗୁ ଛ ସ୍ଥାନରେ ଚ୍ଛ) — (+କର୍ତ୍ତୃ. ତ) ବ୍ୟାପ୍ତ — Spread over
  • ସଂ. ବି. (ଅବ=ହୀନ; ଉଚ୍ଚୈଃସ୍ୱରଯୁକ୍ତ+ଛୁରିତ=ଶବ୍ଦ) — ଆଚ୍ଛୁରିତ; ଉଚ୍ଚହାସ୍ୟ; ଘୋଡ଼ା ପରି ହେଁ ହେଁ ହସ — Horse-laugh