ଅବଗାଢ଼ Abagāṟḍ̠ẖa
- ସଂ. ବିଣ. (ଅବ+ଗାହ ଧାତୁ+କର୍ତ୍ତୃ. ଓ କର୍ମ. ତ) — ଅନ୍ତଃପ୍ରବିଷ୍ଟ; ଭିତରକୁ ପଶି ଯାଇଥିବା — Thrust; piercing; which has entered inside
- ସଂ. ବିଣ. (ଅବ+ଗାହ ଧାତୁ+କର୍ତ୍ତୃ. ଓ କର୍ମ. ତ) — ସ୍ନାତ; ଗାଧୋଇବା — Bathed; washed
- ସଂ. ବିଣ. (ଅବ+ଗାହ ଧାତୁ+କର୍ତ୍ତୃ. ଓ କର୍ମ. ତ) — ଜଳମଗ୍ନ; ନିମଗ୍ନ — Sunk; immersed; plunged
- ସଂ. ବିଣ. (ଅବ+ଗାହ ଧାତୁ+କର୍ତ୍ତୃ. ଓ କର୍ମ. ତ) — ଅଭିଭୂତ; ବିହ୍ୱଳ — Overwhelmed