ଅବଗାହୀ Abagāhī

  • ସଂ. ବିଣ (ଅବ+ଗାହ ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ) — ଅନୁଭବୀ — Experienced
  • ସଂ. ବିଣ (ଅବ+ଗାହ ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ) — ମର୍ମଜ୍ଞ — Knowing the secrets of a thing
  • ସଂ. ବିଣ (ଅବ+ଗାହ ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ) — ତହିଁରେ ମୁଁ ନହେ ଅବଗାହୀ ରେ ପ୍ରିୟସହୀ ଏତେବେଳକୁ ଥାଅ ମତେ କହି— କବିସୂର୍ଯ୍ୟ ସ. କ।