ଅବଗୁଣ୍ଠନମୁଦ୍ରା Abaguṇṭhanamudrā

  • ସଂ. ଦି. (ତନ୍ତ୍ର) — ଅଙ୍ଗୁଳିମାନଙ୍କୁ ଅବଗୁଣ୍ଠନ ବା ଓଢ଼ଣାପରି କରି ପୂଜା ସମୟରେ ଯେଉଁ ମୁଦ୍ରା ପ୍ରଦର୍ଶିତ ହୁଏ — A position of the fingers resembling a veil done during worship
  • ସଂ. ଦି. (ତନ୍ତ୍ର) — ସବ୍ୟହସ୍ତକୃତାମୁଷ୍ଟି ଦୀର୍ଘାଧୋମଖତର୍ଜନୀ ଅବଗୁଣ୍ଠନମୁଦ୍ରେୟମଭିତୋ ଭାମିତା ମତା।