ଅବଗୀତ Abagīta

  • ସଂ. ବିଣ. (ଅବ=କୁତ୍ସିତ+ଗୀତ) — ନିନ୍ଦିତ; ଗର୍ହିତ — Blamed; improper; Bad
  • ସଂ. ବିଣ. (ଅବ=କୁତ୍ସିତ+ଗୀତ) — ଅପବାଦପ୍ରାପ୍ତ — Slandered; defamed
  • ସଂ. ବିଣ. (ଅବ=କୁତ୍ସିତ+ଗୀତ) — ଭର୍ତ୍ସିତ — Reproached
  • ସଂ. ବିଣ. (ଅବ=କୁତ୍ସିତ+ଗୀତ) — ଖେଚେଡ଼ା; ଦୁଷ୍ଟ; ଖଳ — Wicked; wanton
  • ସଂ. ବି — ଅପବାଦ — Slander; defamation
  • ସଂ. ବି — କୁତ୍ସିତ ଗାନ — Obscene song
  • ସଂ. ବି — ନିନ୍ଦା — Blame; slander
  • ସଂ. ବି — ମନ୍ଦ ଗୀତ — Bad song
  • ସଂ. ବି — ଗୀତଦ୍ୱାରା ନିନ୍ଦା ଗାନ — Satire or libel in rhyme