ଅବଗନ୍ତବ୍ୟ Abagantabya
- ସଂ. ବିଣ. (ଅବ+ଗମ ଧାତୁ+କର୍ମ. ତବ୍ୟ) — ଗମନଯୋଗ୍ୟ — Passable
- ସଂ. ବିଣ. (ଅବ+ଗମ ଧାତୁ+କର୍ମ. ତବ୍ୟ) — ଜ୍ଞାତବ୍ୟ; ଅବଗତ ହେବାର ଯୋଗ୍ୟ — Fit to be known; that which one ought to known
- ସଂ. ବିଣ. (ଅବ+ଗମ ଧାତୁ+କର୍ମ. ତବ୍ୟ) — ବୋଦ୍ଧବ୍ୟ — Fit to be understood