ଅବକାଶ Abakāṡa
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — ଅବସର; ଫୁରସେତ୍ — Leisure
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — କାର୍ଯ୍ୟରୁ ବିଶ୍ରାମ — Rest from work; recreation
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — ଛୁଟି — Leave
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — ଫାଙ୍କ; ମଧ୍ୟବର୍ତ୍ତୀ ସ୍ଥାନ — Intermediate space
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — ଦୁଇ ଘଟଣାର ମଧ୍ୟବର୍ତ୍ତୀ କାଳ; ଅନ୍ତର — Interval between two events; intermediate time; the mean time
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — ଏ ଅବକାଶେ ଏବେ ଶୁଣ, ବିଜୟ ବ୍ୟାସଙ୍କ ନନ୍ଦନ। ଭୂପତି. ପ୍ରେମପଞ୍ଚାମୃତ।
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — ଦୁର୍ଗାପୂଜା, ଗ୍ରୀଷ୍ମକାଳ, ଖ୍ରୀଷ୍ଟମାସ, ଈଦ, ସମ୍ରାଟଙ୍କ ଜନ୍ମ— ଦିନ ଆଦି ପର୍ବ ବା ବିଶେଷକରଣ ଉପଲକ୍ଷରେ ଅଫିସ୍; କଚେରି ଓ ବିଦ୍ୟାଳୟ ଆଦିର କାର୍ଯ୍ୟର ବିରାମ ବା ବନ୍ଦ ହେବା — Vacation; holidays; recess
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — ସ୍ଥାନ — Space; place (M.W.)
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — ସୁଯୋଗ — Opportunity (M.W.)
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — ଉପଲକ୍ଷ୍ୟ — Occasion (M.W.)
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — (ଅବ+କାଶ ଧାତୁ=ଦେଖିବା+ଭାବ. ଅ)—କୌଣସି ବସ୍ତୁ ପ୍ରତି ନିବଦ୍ଧ ବୃଷ୍ଟି — A glance cast on any thing. (M.W.)
- ସଂ. ବି (ଅବ+କାଶ ଧାତୁ=ଦେଖାଯିବା+କର୍ତ୍ତୃ. ଅ; କିମ୍ବା ଅବ=ନାହିଁ+କାଶ=ପ୍ରକାଶ; ଯେତେବେଳେ ମନୁଷ୍ୟର ସାଧାରଣଙ୍କଠାରେ ପ୍ରକାଶ ବା ଉପସ୍ଥିତି ନ ଥାଏ; ଅର୍ଥାତ୍ ଯେତେବେଳେ ମନୁଷ୍ୟ ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ରହେ; ତୁଳ—ଏହାର ଇଂରାଜି ପ୍ରତିଶବ୍ଦ recess ରିସେସ୍=ଗୋପନସ୍ଥାନ; ଗୁପ୍ତସ୍ଥାନ — କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ଦୃଷ୍ଟି ନିବଦ୍ଧ କରାଯାଇ ବୋଲାଯିବା ଗାନ ବା ସ୍ତବବିଶେଷ — Name of certain verses during the recitation of which the eyes must be fixed on particular objects (M.W.)